ମାଲକାନଗିରି ଜିଲ୍ଲା ଗୁଗାପଦରରେ ଆଇଇଡି ବିସ୍ଫୋରଣ , ବିଏସଏଫ ଯବାନ ଆହତ

ମାଲକାନଗିରି – ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍ ଗୁଗାପଦରରେ ଆଇଇଡି ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ବିଏସଫ ଯବାନଙ୍କ କମ୍ବିଂ ଅପରେସନ ବେଳେ ବିସ୍ଫୋରଣ ହୋଇଥିଲା । ଆହତ ଯବାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ହସ୍ପିଲାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.