ଦଳର ପ୍ରତିଷ୍ଠା ଦିବସରେ ଭାଷଣ ଦେଉଥିବା ବେଳେ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁ୍‌ସ୍ଥ

ଭୁବନେଶ୍ୱର- କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହଠାତ ଅସୁସ୍ଥ ହୋଇପଡିଛନ୍ତି । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସେ ସିବିଆଇ ଅଫିସ ନିକଟରେ ଭାଷଣ ଦେଉଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ।

Comments are closed.