Browsing Tag

Narasigha Mishra

ନରସିଂହଙ୍କ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅସୁସ୍ଥତା ବିଷୟରେ ଜାଣିବା ପରେ ତାଙ୍କ ପରିବାର ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ନରସିଂହଙ୍କ ଆଶୁ ଆରୋଗ୍ୟ ଓ ଉ ମ ସ୍ୱାସ୍ଥ୍ୟ କାମନା କରିଛନ୍ତି…

ଦଳର ପ୍ରତିଷ୍ଠା ଦିବସରେ ଭାଷଣ ଦେଉଥିବା ବେଳେ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁ୍‌ସ୍ଥ

ଭୁବନେଶ୍ୱର- କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ହଠାତ ଅସୁସ୍ଥ ହୋଇପଡିଛନ୍ତି । କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ସେ ସିବିଆଇ ଅଫିସ ନିକଟରେ ଭାଷଣ ଦେଉଥିବା ବେଳେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ସ୍ଥିର ରହିଛି ।