ନ୍ୟୁଜରୁମ୍ : ସକାଳର ମୁଖ୍ୟ ଖବର

୧.କୁମାରଖୁଂଟିରେ ପ୍ରତିଷ୍ଠା ହେବ ହାତୀ ଥଇଥାନ କେନ୍ଦ୍ର , ଶିଳାନ୍ୟାସ କଲେ ଜଙ୍ଗଲ ମନ୍ତ୍ରୀ ବିକ୍ରମ ଆରୁଖ

୨.ନବୀନ ସରକାରଙ୍କ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ : ଗାନ୍ଧି ଜୟନ୍ତୀରୁ ଶ୍ରମିକଙ୍କ ପାଇଁ ଲାଗୁ ହେବ ଇ-ମଷ୍ଟର ରୋଲ୍ , ହେବ ଅନଲାଇନ୍ ପେମେଂଟ୍

୩.ଦିଲ୍ଲୀରେ ଓଡିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରସଙ୍ଗ : ଜମି ପାଇଁ ରାଜ୍ୟସଭାରେ ଦାବି ଉଠାଇଲା ବିଜେଡି

୪.ରାଜ୍ୟ କ୍ୟାବିନେଟ ବୈଠକରେ ତିନିଟି ପ୍ରସ୍ତାବକୁ ମଂଜୁରୀ , ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ହାଇଲେଭଲ ବ୍ରିଜ୍‌, ଓଡିଶା ଜିଏସଟି ଅଧିନିୟମରେ ହେବ ସଂଶୋଧନ

୫.କୋରୋନା ମୁକାବିଲାରେ ଓଡିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ, ମୃତ୍ୟୁହାର ମାତ୍ର ୦. ୪୨ ପ୍ରତିଶତ

୬.ଭାରତ-ଚୀନ ସୀମା ବିବାଦ : ଲୋକସଭାରେ ବିବୃତି ରଖିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ, କହିଲେ ସୀମା ବୁଝାମଣାକୁ ସମ୍ମାନ ଦେଉନାହିଁ ବେଜିଂ

୭.ଆନ୍ତର୍ଜାତିକ ମଂଚରେ ଚୀନକୁ ଭାରତର ଝଟକା ,ଜାତିସଂଘ ମହିଳା ସଂଗଠନର ସଦସ୍ୟତା ହାସଲ

Comments are closed.