ପଲ୍‌ସ ପୋଲିଓ ଅଭିଯାନ, ତିନି ଦିନ ପାଇଁ ବନ୍ଦ ରହିବ କୋଭିଡ ଟିକାକରଣ

ଭୁବନେଶ୍ୱର- ରାଜ୍ୟରେ ପଲ୍‌ସ ପୋଲିଓ ଅଭିଯାନ ପାଇଁ ଆଜିଠାରୁ ୩ ଦିନ ଯାଏଁ କୋଭିଡ ଟିକାକରଣ ବନ୍ଦ ରହିବ । ଫେବ୍ରୁଆରୀ ୩ ତାରିଖରୁ ପୁଣି କୋଭିଡ ଟିକାକରଣ ଆରମ୍ଭ ହେବ । ଆଜିଠାରୁ ୫ ବର୍ଷରୁ କମ ଶିଶୁଙ୍କୁ ପୋଲିଓ ବୁନ୍ଦା ଦିଆଯିବ । ରାଜ୍ୟବ୍ୟାପୀ ୪୧ ଲକ୍ଷ ୩୧ ହଜାର ୭୬୩ ଜଣ ଶିଶୁଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Comments are closed.