ଭିଜିଲାନ୍ସ ଜାଲରେ ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ ଅଫିସ୍ କର୍ମଚାରୀ

ବଲାଙ୍ଗିର – ବଲାଙ୍ଗିର ସ୍ୱତନ୍ତ୍ର ଯୋଜନା ଅଧିକାରୀଙ୍କ କାର୍ଯ୍ୟାଳୟର ନକ୍ସା ଅଙ୍କନକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଜୀବଦୀଶ ପାତ୍ରଙ୍କ ଘରେ ଚଢାଉ ହୋଇଛି । ତାଙ୍କର ବଲାଙ୍ଗିର ସ୍ଥିତ ଆଦର୍ଶପଡା ଘରେ ଓ ଶିକାବେହେଙ୍ଗା ପୈତୃକ ଘରେ ବି ଭିଜିଲାନ୍ସ ଚଢାଉ ହୋଇଛି । ଏହାଛଡା ସଂପର୍କୀୟଙ୍କ ଘର ସହ ସରକାରୀ କାର୍ଯ୍ୟାଳୟରେ ବି ଚଢାଉ ହୋଇଛି ।

Comments are closed.