ଖୋର୍ଦ୍ଧା ପୌର ପରିଷଦର ଟିକସ ସଂଗ୍ରହ କର୍ମଚାରୀଙ୍କ ଘରେ ଭିଜିଲାନ୍ସ ରେଡ୍ 

ଖୋର୍ଦ୍ଧା- ଖୋର୍ଦ୍ଧା ପୌର ପରିଷଦର ଟିକ୍ସ ସଂଗ୍ରହ କର୍ମଚାରୀଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ସଦାଶିବ ସ୍ୱାଇଁଙ୍କ ଘରେ ରେଡ୍ ହୋଇଛି । ଗୁରୁଜଙ୍ଗ ସ୍ଥିତ ବାସଭବନ ଏବଂ ଅନ୍ୟ ଏକ ସ୍ଥାନରେ ବି ଭିଜାଲାନ୍ସ ଚଢାଉ ହୋଇଥିବା ସୂଚନା ମିଳିଛି ।

Comments are closed.