ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟର ଏନଏମଆର୍ କର୍ମଚାରୀ

ବ୍ରହ୍ମପୁର- ବ୍ରହ୍ମପୁର ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ ଏନଏମଆର୍ କର୍ମଚାରୀ ପ୍ରଶାନ୍ତ କୁମାର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟଠାରୁ ଅଧିକ ସଂପତି ରଖିଥିବା ଅଭିଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ବ୍ରହ୍ମପୁର ଆସ୍କାରୋଡ୍ ଘର, କଲେଜ, ଲୋଚପଡା ସ୍ଥିତ ଘର ଓ ଦୁଇଟି ଗୋଦଡ୍ରେ ରେଡ୍ କରିଛି ଭିଜିଲାନ୍ସ ।

Comments are closed.