ଭିସୁଟ ପରିସରରୁ ହଟିଲା କଣ୍ଟେନମେଂଟ୍ କଟକଣା, ୭ ଦିନ ଯାଏଁ ଜାରି ରହିବ ଆକ୍ଟିଭ ସର୍ଭେଲାନସ

ସମ୍ବଲପୁର – ବୁର୍ଲାସ୍ଥିତ ଭିସୁଟ ପରିସରରୁ କଂଟେନମେଂଟ୍ କଟକଣା ହଟାଯାଇଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଂଟେନମେଂଟ କଟକଣା ଉଠାଇ ଦେଇଛି । କଟକଣା ଉଠିବା ପରେ ବି ଆସନ୍ତା ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି ପ୍ରଶାସନ କହିଛି ।

Comments are closed.