ଭିସୁଟ ପରିସରରୁ ହଟିଲା କଣ୍ଟେନମେଂଟ୍ କଟକଣା, ୭ ଦିନ ଯାଏଁ ଜାରି ରହିବ ଆକ୍ଟିଭ ସର୍ଭେଲାନସ Odiaଓଡ଼ିଶା By The Newsroom Network On Mar 3, 2021 Share ସମ୍ବଲପୁର – ବୁର୍ଲାସ୍ଥିତ ଭିସୁଟ ପରିସରରୁ କଂଟେନମେଂଟ୍ କଟକଣା ହଟାଯାଇଛି । ଟେଷ୍ଟିଂ ଓ ସର୍ଭେ ଶେଷ ହେବା ପରେ ଜିଲ୍ଲା ପ୍ରଶାସନ କଂଟେନମେଂଟ କଟକଣା ଉଠାଇ ଦେଇଛି । କଟକଣା ଉଠିବା ପରେ ବି ଆସନ୍ତା ୭ ଦିନ ଯାଏଁ ଆକ୍ଟିଭ ସର୍ଭେଲାନ୍ସ ଜାରି ରହିବ ବୋଲି ପ୍ରଶାସନ କହିଛି । Share FacebookTwitterGoogle+WhatsAppEmailPinterestReddIt
Comments are closed.