ରାଜଧାନୀରେ ନାବାଳକ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଫାଇନ୍

ଭୁବନେଶ୍ୱର- ରାଜଧାନୀରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜୋରିମାନା ଲଗାଯାଇଛି । ଖଣ୍ଡଗିରିରେ ଧରି ଜୋରିମାନ କଲା ପରିବହନ ବିଭାଗ । ସ୍କୁଟି ଚାଳକ ନାବାଳକ ଥିଲେ । ଏଥିପାଇଁ ୨୫ ହଜାର ଟଙ୍କା ଜୋରିମାନା ପଡିଥିବା ବେଳେ ସେ ଓ ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧି ନ ଥିବାରୁ ଆଉ ଏକ ହଜାର ଜୋରିମାନା ଲଗାଯାଇଛି ।

Comments are closed.