ରାଜ୍ୟରେ ଅଧିକାଂଶ ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର – ରାଜ୍ୟରେ ବ୍ରିଟେନ ଲଣ୍ଡନ ଫେରନ୍ତାଙ୍କ ଠିକଣା ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ନଭେମ୍ବର ୩୦ରୁ ଡିସେମ୍ବର ୨୧ ଯାଏଁ ୧୮୧ ଜଣ ଲଣ୍ଡନରୁ ଓଡିଶା ଫେରିଛନ୍ତି । ୧୧୯ ଜଣଙ୍କ ଠିକଣା ମିଳିଥିବା ବେଳେ ସେମାନଙ୍କ ମଧ୍ୟରୁ ୬ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ୬୨ ଜଣଙ୍କର ଫୋନ ନମ୍ବର ଓ ଠିକଣା ଭୁଲ ଥିବାରୁ ଅସୁବିଧା ହେଉଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ତେବେ, କ୍ୱାରେଂଟାଇନ ସମୟ ଅତିକ୍ରମ ହୋଇସାରିଥିବାରୁ ଅଧିକ ଚିନ୍ତା କରିବାର ଦରକାର ନାହିଁ ବୋଲି ସେ କହିଛନ୍ତି ।

Comments are closed.