Browsing Tag

New COVID-19 Strain

ଭାରତରେ ବ୍ରିଟେନ୍ ଷ୍ଟ୍ରେନର ୧୦୯ ମାମଲା

ନୂଆଦିଲ୍ଲୀ – ଭାରତରେ ଏବେ ବ୍ରିଟେନ୍ ଷ୍ଟ୍ରେନ୍ ମାମଲା ବଢିବାରେ ଲାଗିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଗୁରୁବାର ସୁଦ୍ଧା ଦେଶରେ ବ୍ରିଟେନ୍ ଷ୍ଟ୍ରେନ୍ ଜନିତ ଆକ୍ରାନ୍ତଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି । ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ମିଳିବା ପରେ ଭାରତ ସରକାର…

ବିଶ୍ୱର ପ୍ରଥମ ଦେଶ ଭାବେ ନୂଆ କରୋନା ଷ୍ଟ୍ରେନକୁ ଆଇସୋଲେଟ୍ କଲା ଭାରତ

ନୂଆଦିଲ୍ଲୀ - ବ୍ରିଟେନରେ ଠାବ ହୋଇଥିବା କରୋନାଭାଇରସର ନୂଆ ଷ୍ଟ୍ରେନ୍ ସାରା ବିଶ୍ୱରେ ଚିନ୍ତାର କାରଣ ହୋଇଛି। ପୂର୍ବ କରୋନାଭାଇରସ୍ ଅପେକ୍ଷା ଏହି ଷ୍ଟ୍ରେନ୍ ୭୦% ଅଧିକ ସଂକ୍ରାମକ । ଏହା ଉପରେ ଟୀକାର ପ୍ରଭାବ ନେଇ ମଧ୍ୟ ସନ୍ଦେହ ରହିଛି। କିନ୍ତୁ ଭାରତୀୟ ବୈଜ୍ଞାନିକମାନେ ଏହି ଷ୍ଟ୍ରେନକୁ…

ବ୍ରିଟେନ କୋରୋନା ଷ୍ଟ୍ରେନ ଭୟ ରହିଥିବା ଯୋଗୁଁ ସ୍କୁଲ ଖୋଲିବା ନିଷ୍ପତ୍ତି ହୋଇପାରୁନାହିଁ : ଗଣଶିକ୍ଷା ମନ୍ତ୍ରୀ ସମୀର…

ଭୁବନେଶ୍ୱର-ଏବେ ବି ରାଜ୍ୟରେ ବ୍ରିଟେନ କୋରୋନା ଷ୍ଟ୍ରେନ ଭୟ ରହିଥିବା ଯୋଗୁଁ ସ୍କୁଲ, କଲେଜ କେବେ ଖୋଲିବ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସିବିଏସଇ ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବା ପରେ…

ନୂଆ କରୋନା ଷ୍ଟ୍ରେନ୍‌: ଭାରତରେ ଆଉ ପାଞ୍ଚ ଆକ୍ରାନ୍ତ ଚିହ୍ନଟ, ମୋଟ ମାମଲା ୨୫କୁ ବୃଦ୍ଧି

ନୂଆଦିଲ୍ଲୀ – ଭାରତରେ ନୂଆ କରୋନା ଷ୍ଟ୍ରେନର ଆଉ ପାଞ୍ଚଟି ମାମଲା ସାମ୍ନାକୁ ଆସିଛି । ଏଥିସହ ଦେଶରେ ଏହି ନୂଆ ଷ୍ଟ୍ରେନ୍‌ର ମୋଟ ମାମଲା ୨୫କୁ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ପାଞ୍ଚ ନୂଆ ମାମଲା ଭିତରୁ ପୁଣେରେ ୪ଟି ମିଳିଥିବା ବେଳେ ଦିଲ୍ଲୀରୁ ଗୋଟିଏ ଚିହ୍ନଟ ହୋଇଛି…

ବ୍ରିଟେନକୁ ବିମାନ ସେବା ଉପରେ କଟକଣା ଜାନୁଆରୀ ୭ ତାରିଖ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ -କୋରୋନାର ନୂଆ ଷ୍ଟ୍ରେନ ମିଳିଥିବାରୁ ବ୍ରିଟେନକୁ ବିମାନ ଯାତ୍ରା ଉପରେ ଲାଗିଥିବା କଟକଣା ଅବଧିକୁ ଆଉ ୭ ଦିନ ବୃଦ୍ଧି କରାଯାଇଛି । ଜାନୁଆରୀ ୭ ତାରିଖ ଯାଏଁ ବ୍ରିଟେନକୁ ଭାରତରୁ ବିମାନ ଉଡିବ ନାହିଁ କି ସେଠାରୁ କୌଣସି ବିମାନ ଆସିବ ନାହିଁ । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ…

ଭାରତରେ ବ୍ୟାପୁଛି ନୂଆ କରୋନା ଷ୍ଟ୍ରେନ, ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ – ଭାରତରେ କାୟା ମେଲାଇବାରେ ଲାଗିଛି କରୋନାର ନୂଆ ଷ୍ଟ୍ରେନ୍ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ନୂଆ ଷ୍ଟ୍ରେନ୍ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ୬ରୁ ୨୦କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଦିଲ୍ଲୀ ଲ୍ୟାବ୍‌ରେ ୮, ନିମହନ୍ସରେ ୭, ସିସିଏମ୍‌ବି ହାଇଦ୍ରାବାଦ…