ରାଜ୍ୟରେ ଜାନୁଆରୀରେ ଖୋଲିବ ସ୍କୁଲ, ବିଭାଗୀୟ ମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର- ରାଜ୍ୟରେ ଜାନୁଆରୀ ମାସରେ ସ୍କୁଲ ଖୋଲିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି । ଦଶମ ଓ ଯୁକ୍ତ ଦୁଇ ପିଲାଙ୍କ କ୍ଲାସ ହେବ । ଅତିକମରେ ୧୦୦ ଦିନ ପାଠପଢା ହେବ । ସ୍କୁଲ ଖୋଲିବା ପରେ ଛୁଟି ଦିନରେ ବି ପାଠପଢା ହେବ ବୋଲି ମନ୍ତ୍ରୀ କହିଛନ୍ତି । ଏପରିକି ଶନିବାର ଓ ରବିବାର ମଧ୍ୟ ପାଠପଢା ହେବ ବୋଲି ସେ କହିଛନ୍ତି ।

Comments are closed.