ରାଜ୍ୟରେ ୮୦୧୫ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ୧୨୭୫, ସୁନ୍ଦରଗଡରୁ ୭୩୫, ୧୪ ମୃତ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୮ ହଜାର ୧୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୪ ହଜ।।ର ୫୬୮ ଓ ସ୍ଥାନୀୟ ଅଂଚଳରୁ ୩ ହଜାର ୪୪୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୧ ହଜାର ୨୭୫, ସୁନ୍ଦରଗଡ ଜିଲ୍ଲାରୁ ୭୩୫, ଅନୁଗୁଳରୁ ୫୨୫, କଟକରୁ ୪୮୨, ସମ୍ବଲପୁରରୁ ୪୪୧, ବରଗଡରୁ ୩୯୦, ଝାରସୁଗୁଡାରୁ ୩୮୬, ନବରଙ୍ଗପୁରରୁ ୩୨୦, ପୁରୀରୁ ୩୦୬, ନୂଆପଡାରୁ ୨୬୪, ସୋନପୁରରୁ ୨୦୭, ବଲାଙ୍ଗିରରୁ ୧୯୮, ମୟୂରଭଞ୍ଜରୁ ୧୯୯, ଯାଜପୁରରୁ ୧୯୪, ନୟାଗଡରୁ ୧୮୭, କଳାହାଣ୍ଡିରୁ ୧୭୪, ରାୟଗଡାରୁ ୧୫୪, ଜଗତସିଂହପୁରରୁ ୧୪୯, ଭଦ୍ରକରୁ ୧୪୫, କୋରାପୁଟରୁ ୧୨୭, ବୌଦ୍ଧରୁ ୧୦୩, ଦେଓଗଡରୁ ୧୦୧,ବାଲେଶ୍ୱରରୁ ୧୦୦, ଦେଓଗଡରୁ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଆଉ ୧୪ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ ଏଯାବତ୍ ୪ ଲକ୍ଷ ୬୨ ହଜାର ୬୨୨ କୋରୋନା ପଜିଟିଭ ହୋଇସାରିଛନ୍ତି । ଏମାନଙ୍କ ମଧରୁ ୩ ଲକ୍ଷ ୯୧ ହଜାର ୪୮ ଜଣ ସୁସ୍ଥ ହୋଇସାରିଛନ୍ତି । ୬୯ ହଜାର ୪୫୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.