ରାଜ୍ୟ ବଜେଟ : ନିରାମୟ ଯୋଜନା ପାଇଁ ୬ ଶହ କୋଟି, ନିଦାନ ଯୋଜନା ପାଇଁ ୨୨୯ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର- ରାଜ୍ୟ ବଜେଟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧୭୫୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ନିର୍ମଳ ଯୋଜନାରେ ୩୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନିରାମୟ ଯୋଜନାରେ ମାଗଣା ଔଷଧ ପାଇଁ ୬ ଶହ କୋଟି, ନିଦାନ ଯୋଜନା ପାଇଁ ୨୨୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।

ଓଡିଶା ରାଜ୍ୟ ଚିକିତ୍ସା ପାଣ୍ଠି ଅଧିନରେ ୧୬୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଜନସ୍ୱାସ୍ଥ୍ୟ ମୁକାବିଲା ପାଂଠି ଅଧିନରେ ୬୩ କୋଟି, ଖୁସି ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବଢାଇବାକୁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

Comments are closed.