Browsing Tag

Budget 2021

ରାଜ୍ୟ ବଜେଟ ଅଭିବୃଦ୍ଧିକାରୀ ଓ ଲୋକାଭିମୁଖୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବଜେଟ ୨୦୨୧-୨୨କୁ ଅଭିବୃଦ୍ଧିକାରୀ ଓ ରୂପାନ୍ତରୀକରଣ ବଜେଟ୍ ଭାବେ ଅଭିହିତ କରିଛନ୍ତି । ରାଜ୍ୟ ବଜେଟ ଲୋକାଭିମୁଖୀ ବୋଲି କହିଛନ୍ତି ନବୀନ । ‘ନୂଆ ଓଡିଶା’ –କ୍ଷମତାସଂପନ୍ନ ଓଡିଶାର ଯାତ୍ରା ଅଭିମୁଖେ ଏଥରର ବଜେଟ ଏକ ସଫଳ ପ୍ରୟାସ ବୋଲି…

ରାଜ୍ୟ ବଜେଟ : ନିରାମୟ ଯୋଜନା ପାଇଁ ୬ ଶହ କୋଟି, ନିଦାନ ଯୋଜନା ପାଇଁ ୨୨୯ କୋଟି ଟଙ୍କା ବ୍ୟୟବରାଦ

ଭୁବନେଶ୍ୱର- ରାଜ୍ୟ ବଜେଟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଯୋଜନାରେ ୧୭୫୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ନିର୍ମଳ ଯୋଜନାରେ ୩୭୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ନିରାମୟ ଯୋଜନାରେ ମାଗଣା ଔଷଧ ପାଇଁ ୬ ଶହ କୋଟି, ନିଦାନ ଯୋଜନା ପାଇଁ ୨୨୯ କୋଟି ଟଙ୍କା ବ୍ୟୟବରାଦ ହୋଇଛି ।…

ରାଜ୍ୟ ବଜେଟ : ପ୍ରତିଷ୍ଠା ହେବ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳ. ୩୦ କୋଟି ବ୍ୟୟବରାଦ

ଭୁବନେଶ୍ୱର- ରାଜ୍ୟ ବଜେଟରେ ପଶୁ ଚିକିତ୍ସା ବିଜ୍ଞାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦିଆଯାଇଛି । ଏଥିପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ରଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି, ପଶୁ ଚିକିତ୍ସା ଭ୍ରାମ୍ୟମାଣ ୟୁନିଟ ପାଇଁ ୨୧ କୋଟି, ପଶୁଧନ…

ରାଜ୍ୟ ବଜେଟ : ଯୋଜନା ଓ ସଂଯୋଜନା ବିଭାଗକୁ ୧ ହଜାର ୪୬୮ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩୯୦୬ କୋଟି

ଭୁବନେଶ୍ୱର-ରାଜ୍ୟ ବଜେଟ ୨୦୨୧-୨୨ରେ ଯୋଜନା ଓ ସଂଯୋଜନ ବିଭାଗକୁ ୧ ହଜାର ୪୬୮ କୋଟି ବ୍ୟୟ ବରାଦ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୧୩୫ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩ ହଜାର ୯୦୬ କୋଟି, ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଛି । ସ୍ୱାଭିମାନ…

୨୦୨୧-୨୨ ପାଇଁ ୧ ଲକ୍ଷ ୭୦ ହଜାର କୋଟିର ରାଜ୍ୟ ବଜେଟ ଉପସ୍ଥାପିତ

ଭୁବନେଶ୍ୱର- ବିଧାନସଭାରେ ୨୦୨୧-୨୨ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଅର୍ଥମନ୍ତ୍ରୀ ନିରଞ୍ଜଜ ପୂୂଜାରୀ ୧ ଲକ୍ଷ ୭୦ ହଜାର କୋଟିର ବଜେଟ ଉପସ୍ଥାପିତ କରିଛନ୍ତି । ପ୍ରଶାସନିକ ବ୍ୟୟ ବରାଦ ୮୫ ହଜାର କୋଟି ରହିଥିବା ବେଳେ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ୭୫ ହଜାର କୋଟି ବ୍ୟୟ ବରାଦ…

କେନ୍ଦ୍ର ବଜେଟ୍‌କୁ ଦେଶ ବିରୋଧୀ କହିଲେ ମମତା

ନୂଆଦିଲ୍ଲୀ - ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ୍ ୨୦୨୧-୨୨କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି । ସେ ଏହାକୁ କୃଷକ, ଜନତା ଓ ଦେଶ ବିରୋଧୀ ବଜେଟ୍ ବୋଲି କହିଛନ୍ତି । ମମତା କହିଛନ୍ତି ଯେ, ରାଷ୍ଟ୍ରବାଦର କଥା କହୁଥିବା ବିଜେପି ଦେଶର…

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା : କେନ୍ଦ୍ରୀୟ ଟିକସରେ ରାଜ୍ୟର ଭାଗ ଯଥେଷ୍ଟ କମିବ, ବଜେଟରେ କିଛି ସକାରାତ୍ମକ…

ଭୁବନେଶ୍ୱର- କେନ୍ଦ୍ର ବଜେଟ୍ ଉପର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ପରବ ର୍ୀ ସ୍ଥିତିରେ ବଜେଟ୍ ପ୍ରସ୍ତୁତ କରିବା ପାଇଁ ଅନେକ ଆହ୍ୱାନ ଥିଲା । ବଜେଟରେ କିଛି ସକାରାତ୍ମକ ଦିଗ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଅଭିବୃଦ୍ଧି ଲକ୍ଷ୍ୟରେ ପୁଂଜି ନିବେଶକୁ…

ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ

ଭୁବନେଶ୍ୱର- ଆସନ୍ତା ଫେବ୍ରୁଆରୀ ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ । ବଜେଟ୍ ଅଧିବେଶନ ଦୁଇଟି ର୍ଯ୍ୟାୟରେ ବସିବ । ବର୍ଷର ପ୍ରଥମ ଅଧିବେଶନରେ ରାଜ୍ୟାଳ ୧୮ ତାରିଖରେ ଗୃହକୁ ସମ୍ବୋଧନ କରିବେ । ଏହି ମାସ ୨୨ ତାରିଖରେ ଉପସ୍ଥାିତ ହେବ ରାଜ୍ୟ ବଜେଟ୍ । ବିଧାନସଭା ବଜେଟ୍…