ରାଜ୍ୟ ବଜେଟ : ଯୋଜନା ଓ ସଂଯୋଜନା ବିଭାଗକୁ ୧ ହଜାର ୪୬୮ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩୯୦୬ କୋଟି

ଭୁବନେଶ୍ୱର-ରାଜ୍ୟ ବଜେଟ ୨୦୨୧-୨୨ରେ ଯୋଜନା ଓ ସଂଯୋଜନ ବିଭାଗକୁ ୧ ହଜାର ୪୬୮ କୋଟି ବ୍ୟୟ ବରାଦ ହୋଇଛି । ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ୧୩୫ କୋଟି, ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ ୩ ହଜାର ୯୦୬ କୋଟି, ବିଜୁ କେବିକେ ଯୋଜନା ପାଇଁ ୨୫୦ କୋଟି ଟଙ୍କା ଦିଆଯାଇଛି । ସ୍ୱାଭିମାନ ଅଂଚଳ ବିକାଶ ପାଇଁ ୫୦ କୋଟି ଟଙ୍କା ଦିଆଯାଇଛି ।

Comments are closed.