ରାୟଗଡା ରତ୍ନପଥର ଚୋରାଚାଲାଣରେ ଆଉ ୨ ଗିରଫ

ଭୁବନେଶ୍ୱର- ରାୟଗଡାରେ ଦୁର୍ଲଭ ରତ୍ନପଥର ଚୋରାଚାଲାଣ ଘଟଣାରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଏ ଯାଏଁ ଏହି ଘଟଣାରେ ମୋଟ ୩ ଜଣଙ୍କୁ ଗିରଫ କରାଯାଇସାରିଲାଣି । ବୌଦ୍ଧରୁ ଜଣେ ଶିକ୍ଷକ ରାଧାମୋହନ ମାହାନା ଓ ମୁନିଗୁଡାରୁ ସୁବାସ ରତନାଲୁଙ୍କୁ ଗିରଫ କରାଯାଇଛି ।

Comments are closed.