ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ଅବଧି ତିନି ଦିନ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାଦାନ ଅବଧି ତିନି ଦିନ ବୃଦ୍ଧି କରାଯାଇଛି । ଏହି ମାସ ୧୩ ସୁଦ୍ଧା ସବୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଜିଲ୍ଲାପାଳ ଓ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଆଜି ସୁଦ୍ଧା ପ୍ରଥମ ଡୋଜ୍ କୋଭିଡ ଟିକାକରଣ ଶେଷ ହେବାର ଥିଲା । ଏହି ମାସ ୧୫ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ୍ କୋଭିଡ ଟିକାଦାନ ।

Comments are closed.