ହୋମିଓପାଥିକ ଓ ଆୟୁର୍ବେଦିକ କଲେଜରେ ନାମଲେଖା ପାଇଁ ସ୍ପଟ ଆଡମିଶନ ଆରମ୍ଭ

ଭୁବନେଶ୍ୱର- ହୋମିଓପାଥିକ ଓ ଆୟୁର୍ବେଦିକ କଲେଜରେ ନାମଲେଖା ପାଇଁ ସ୍ପଟ ଆଡମିଶନ ଆରମ୍ଭ ହୋଇଛି । ନାମଲେଖା ପାଇଁ ପଞ୍ଜିକରଣ କରିଥିବା ଓ ପଞ୍ଜିକରଣ କରି ନ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିପାରିବେ । ନିଟ୍ ର‌୍ୟାଙ୍କଧାରୀ ଛାତ୍ରଛାତ୍ରୀମାନେ ମଧ୍ୟ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ।

Comments are closed.