ଗ୍ରାମ୍ୟ ଉନ୍ନୟନ ବିଭାଗର ମଲଟି ପ୍ରୋଟକଲ୍ ଲେବେଲ ସ୍ୱିଚିଂ- ଏମପିଏଲଏସ ନେଟୱର୍କ ବ୍ୟବସ୍ଥାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଗ୍ରାମ୍ୟ ଉନ୍ନୟନ ବିଭାଗର ମଲଟି ପ୍ରୋଟକଲ୍ ଲେବେଲ ସ୍ୱିଚିଂ- ଏମପିଏଲଏସ ଭିପିଏନ ନେଟୱର୍କ ବ୍ୟବସ୍ଥାର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟାରେ ଏହି ବ୍ୟବସ୍ଥାର ଲୋକାର୍ପଣ ହେବ । ଇ-ଗଭର୍ଣ୍ଣାନ୍ସ ଆପ୍ଲିକେସନଗୁଡିକୁ ବିଭାଗୀୟ କ୍ଷେତ୍ର କାର୍ଯ୍ୟାଳୟ ସମୂହର ନିରବଚ୍ଛିନ୍ନ ଇଂଟରନେଟ୍ ସଂଯୋଗ ଦ୍ୱାରା ପୂର୍ଣ୍ଣ କର୍ଯ୍ୟକ୍ଷମ କରିବାରେ ଏହି ବ୍ୟବସ୍ଥା ସଫଳ ସାବ୍ୟସ୍ତ ହେବ ।

Comments are closed.