ରୋଡ ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ଜାରି କଲା ହ୍ୱାଟସଆପ୍ ନମ୍ବର

ଭୁବନେଶ୍ୱର- ରୋଡ ରୋମିଓ ଏବଂ ଲୁଟେରାଙ୍କୁ ଧରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଜାରି ହୋଇଛି ହ୍ୱାଟସଆପ୍ ନମ୍ବର । ନମ୍ବଲ ହେଲା – ୭୦୭୭୭୯୮୧୧୧ । କେହି ଯଦି ହଇରାଣ କରନ୍ତି , ତେବେ ଲୋକେ ଏହି ନମ୍ବରରେ ଜଣାଇପାରିବେ । ହ୍ୱାଟସଆପରେ ଅଭିଯୁକ୍ତ ବିଷୟରେ ଜଣାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

Comments are closed.