ଭୁବନେଶ୍ୱରରେ ବିଦ୍ୟୁତ ଟ୍ରାନସଫର୍ମର ଫାଟି ୪ ଗୁରୁତର

ଭୁବନେଶ୍ୱର- ଚନ୍ଦ୍ରଶେଖରପୁର ଓମଫେଡ ନିକଟରେ ବିଦ୍ୟୁତ ଟ୍ରାନସଫର୍ମର ଫାଟି ୪ ଜଣ ଗୁୁରୁତର ଆହତ ହୋଇଛନ୍ତି । ଟ୍ରାନସଫର୍ମର ପାଖରେ ଥିବା ଜଳଖିଆ ଦୋକାନୀ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଜଣେ ଗୁୁରୁତରଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅନ୍ୟ ୩ ଜଣଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Comments are closed.