ଶ୍ରୀମନ୍ଦିର ସେବାୟତଙ୍କ ଆଜିଠାରୁ କୋଭିଡ ଟିକାକରଣ

ପୁରୀ – ଆଜିଠାରୁ ଶ୍ରୀମନ୍ଦିର ସେବାୟତଙ୍କୁ କୋଭିଡ-୧୯ ଟିକା ଦିଆଯିବ । ଟିକାରରଣ କାର୍ଯ୍ୟକ୍ରମ ଦିନ ୧୦ଟାରୁ ଅପରାହ୍ନ ୫ଟା ଯାଏଁ ଚାଲିବ । ୬୦ ବର୍ଷରୁ ଅଧିକ ବୟସ୍କ ସେବାୟତ କୋଭିଡ ଟିକା ନେଇପାରିବେ । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ଦିଆଯିବ ।

Comments are closed.