ନୟାପଲ୍ଲୀ ଭଡାଟିଆଙ୍କ ଘରେ ଆକ୍ରମଣ ମାମଲାର ତଦନ୍ତ ପାଇଁ ୩ଟି ସ୍ୱତନ୍ତ୍ର ଟିମ୍ ଗଠନ କଲା କମିଶନରେଟ ପୋଲିସ

ଭୁବନେଶ୍ୱର- ଭୁବନେଶ୍ୱରର ନୟାପଲ୍ଲୀ ଅଂଚଳରେ ଭଡାଟିଆଙ୍କ ଘରେ ଆକ୍ରମଣ ମାମଲାର ତଦନ୍ତପାଇଁ ପୋଲିସର ୩ଟି ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏତଲାରେ ଉଲ୍ଲେଖ ଥିବା ବ୍ୟକ୍ତିଙ୍କୁ ଧରିବାକୁ ବିଭିନ୍ନ ଜାଗାରେ ଚଢାଉ ଜାରି ରହିଛି । ଭୁବନେଶ୍ୱର ଡିସିପ ଉମାଶଙ୍କର ଦାଶ ଏହି ସୂଚନା ଦେଇଛନ୍ତି ।

Comments are closed.