ମାଲକାନଗିରିରେ ଆଜିଠାରୁ ୩୧ତାରିଖ ଯାଏଁ ରାତ୍ରିକାଳୀନ କର୍ଫ୍ୟୁ

ମାଲକାନଗିରି – ଆଜିଠାରୁ ମାଲକାନଗିରିରେ ଲାଗୁ ହେବ ରାତ୍ରିକାଳୀନ କର୍ଫ୍ୟୁ । ପ୍ରସିଦ୍ଧ ବଡ ଯାତ୍ରା ଆୟୋଜନ ପରିପ୍ରେକ୍ଷୀରେ ଭିଡ ଓ କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଦୃଷ୍ଟିରୁ ପ୍ରଶାସନ ରାତି ୯ଟାରୁ ସକାଳ ୬ଟା ଯାଏଁ ରାତ୍ରିକାଳୀନ କଫ୍ରୁ୍ୟ ଜାରି କରିବାକୁ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୩୧ ତାରିଖ ଯାଏଁ ଜାରି ରହିବ ରାତ୍ରିକାଳୀନ କର୍ଫ୍ୟୁ ।

Comments are closed.