ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ୨୧ ଜଣ କୋରୋନା ପଜିଟିଭ

ଝାରସୁଗୁଡା: ଝାରସୁଗୁଡାରେ ଏକ ଇଞ୍ଜିନିୟରିଂ ସ୍କୁଲରେ ୨୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିିଟିଭ ଚିହ୍ନଟ ପରେ ତହସିଲଦାର ଓ ପୌର ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସବୁ ଆକ୍ରାନ୍ତଙ୍କ କଂଟାକ୍ଟ ଟ୍ରେସିଂ ହେବ । ସଂପୃକ୍ତ ଅଂଚଳକୁ କଂଟେନମେଂଟ୍ ଜୋନ୍ ଘୋଷଣା କରାଯାଇପାରେ ।

Comments are closed.