ମୁଖ୍ୟମନ୍ତ୍ରୀଙ୍କ ହୋଲି ଶୁଭେଚ୍ଛା

ଭୁବନେଶ୍ୱର- ରଙ୍ଗ ଓ ଆନନ୍ଦର ପର୍ବ ହୋଲି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ, ନିଜକୁ ତଥା ପରିଜନଙ୍କୁ ସୁରକ୍ଷିତ ରଖିବା ପାଇଁ ଚଳିତବର୍ଷ ସମସ୍ତେ ନିଜ ଘରେ ରହି ହୋଲି ପାଳନ କରନ୍ତୁ । କୋଭିଡଠାରୁ ଦୂରେଇ ରହିବା ପାଇଂ ନିୟମର କଡାକଡି ପାଳନ ସମସ୍ତଙ୍କର ସଂକଳ୍ପ ହେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.