ଆଜି ବି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ, ୨୧ଟି ଜିଲ୍ଲାର ଲୋକଙ୍କୁ ସତର୍କ ସୂଚନା , ୪ଟା ଯାଏଁ ଖରାକୁ ନ ଯିବା ପାଇଁ ପରାମର୍ଶ

ଭୁବନେଶ୍ୱର- ଆଜି ବି ରାଜ୍ୟରେ ଜାରି ରହିବ ପ୍ରବଳ ଗ୍ରୀଷ୍ମ ପ୍ରବାହ । ୨୧ଟି ଜିଲ୍ଲାର ଲୋକେ ଅପରାହ୍ନ ୪ଟା ଯାଏଁ ଖରାକୁ ନ ଯିବା ଲାଗି ପରାମର୍ଶ ଦେଇଛି ଆଂଚଳିକ ପାଣିପାଗ ବିଭାଗ । ବୁଧବାର ରାଜ୍ୟର ୧୩ଟି ସହରରେ ତାପମାତ୍ରା ୪୧ ଡିଗ୍ରୀ ସେଲସିୟସ ଉପରେ ଥିଲା । ବିଶ୍ୱର ସବୁଠାରୁ ୫ଟି ଉତ୍ତପ୍ତ ସହର ମଧ୍ୟରେ ରାଜଧାନୀ ଭୁବନେଶ୍ୱର ସମେତ ଓଡିଶାର ତିନିଟି ସହର ଥିଲା ।

Comments are closed.