ଆଜି କେନ୍ଦ୍ରରୁ ଟିକା ନ ଆସିଲେ ଶନିବାରରୁ ଟିକାକରଣ ବନ୍ଦ

ଭୁବନେଶ୍ୱର- ରାଜ୍ୟରେ ଟିକାର ଅଭାବ ଦେଖାଦେଇଛି । ଆଜି ସଂଧ୍ୟା ସୁଦ୍ଧା ଟିକା ନ ଆସିଲେ ଶନିବାରରୁ ଟିକାକରଣ ବନ୍ଦ ହୋଇଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ରାଜ୍ୟରେ ଟିକାକରଣ ଲାଗି ଦିନକୁ ୨ ଦଶମିକ ୫ ଲତ୍ର ଟିକା ଦରକାର । ଓଡିଶାରେ ମାତ୍ର -୦.୫ ଟିକା ନଷ୍ଟ ହୋଇଛି । ୧୦ ଦିନ ପାଇଁ ୧୫ ଲକ୍ଷ ଟିକା ଯୋଗାଇ ଦେବାକୁ ସେ କେନ୍ଦ୍ରକୁ ଚିଠି ଲେଖିଛନ୍ତି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ।

Comments are closed.