ନଭେମ୍ବର ୧୯ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର- ନଭେମ୍ବର ୨୦ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି । ତା ପୂର୍ବରୁ ୧୯ ତାରିଖ ସଂଧ୍ୟା ୬ଟା ୧୫ ମିନିଟରେ ବିଧାନସଭାର ପ୍ରକୋଷ୍ଠ -୫୪ରେ ବିଜେଡି ବିଧାୟକ ଦଳର ବୈଠକ ବସିବ । ବିଧାନସଭା ଅଧିବେଶନ ପାଇଁ ଦଳୀୟ ରଣନୀତି ଏଥିରେ ପ୍ରସ୍ତୁତ କରାଯିବ । ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ ।

Comments are closed.