ବିଧାନସଭାରେ ଇଡ୍‌କୋ ସଂଶୋଧନ ବିଲ୍ ଗୃହୀତ, ଏଣିକି ରାତିରେ କାରଖାନାରେ କାର୍ଯ୍ୟ କରିପାରିବେ ମହିଳା

ଭୁବନେଶ୍ୱର- ବିଧାନସଭାରେ ପାରିତ ହୋଇଛି ଇଡ୍‌କୋ ସଂଶୋଧନ ବିଲ୍ । ରାଜ୍ୟରେ ଏଣିକି ରାତିରେ ମହିଳାମାନେ କାରଖାନାରେ କାର୍ଯ୍ୟ କରିପାରିବା ନେଇ ବିଲ୍‌ରେ ବ୍ୟବସ୍ଥା ରହିଛି । ବିଲ୍ ଗୃହୀତ ହେବା ଦ୍ୱାରା ଶିଳ୍ପାଂଚଳ ଭିତିଭୂମି ସହ ସାମାଜିକ ଭିତିଭୂମିର ବିକାଶ ହେବ । ରାସ୍ତା ବିଦ୍ୟୁତକରଣ, ସ୍ୱରେଜ, ଶିକ୍ଷାନୁଷ୍ଠାନ, ଭୋଜନାଳୟ, ବାଣିଜ୍ୟ କେନ୍ଦ୍ର ଓ ପର୍ଯ୍ୟଟନସ୍ଥଳୀକୁ ସାମିଲ କରାଯାଇଛି ।

Comments are closed.