କୋରୋନା ପରୀକ୍ଷା, ମୁକାବିଲା ଓ ଚିକିତ୍ସା ଖର୍ଚ୍ଚର ହିସାବ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର- ବିଧାନସଭାରେ କୋରୋନା ପରୀକ୍ଷା, ମୁକାବିଲା ଓ ଚିକିତ୍ସା ଖର୍ଚ୍ଚର ହିସାବ ରଖିଛନ୍ତି ରାଜ୍ୟ ସରକାର । ଏ ନେଇ ଗୃହରେ ଲିଖିତ ଉତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ୨୩ଟି ଜିଲ୍ଲାରୁ ଆସିଥିବା ତଥ୍ୟ ଅନୁସାରେ ୨୨୩ କୋଟି ୮୭ ଲକ୍ଷ ୮୧ ହଜାର ୮୭୬ ଟଙ୍କା ହୋଇଛି । କୋରୋନା ପରୀକ୍ଷା, ମୁକାବିଲା ଓ ଚିକିତ୍ସା ଖର୍ଚ୍ଚ ବାବଦରେ ଏତିକି ପରିମାଣର ଅର୍ଥ ଖର୍ଚ୍ଚ ହୋଇଛି ।

Comments are closed.