ଲୋକନାୟକ ଜୟପ୍ରକାଶଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଜଂଳି

ଭୁବନେଶ୍ୱର- ଆଜି ହେଉଛି ମହାନ ନେତା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ । ଏହି ଅବସରରେ ମହାନ ନେତାଙ୍କୁ ସ୍ମରଣ କରି ଶ୍ରଦ୍ଧାଜଂଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକନାୟକ ଜୟପ୍ରକାଶ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଓ ଗଣତନ୍ତ୍ରବାଦୀ ନେତା ଥିଲେ । ସର୍ବସାଧାରଣ ଜୀବନରେ ତାଙ୍କର ଆଦର୍ଶ, ପ୍ରେରଣା ହୋଇ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.