ଭାରତରେ ୭୦ ଲକ୍ଷ ପାର କଲା କୋରୋନା ମାମଲା ସଂଖ୍ୟା, ୨୪ ଘଂଟାରେ ୭୪ ହଜାର ୩୮୩ ପଜିଟିଭ, ୯୧୮ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ ୭୪ ହଜାର ୩୮୩ ନୂଆ ମାମଲା ଚିହ୍ନଟ ହୋଇଛି । ଏଥିସହିତ ଦେଶରେ କୋରୋନା ମାମଲା ୭୦ ଲକ୍ଷ ପାର କରିଛି । ଏଥିମଧ୍ୟରୁ ୬୦ ଲକ୍ଷ ୭୭ ହଜାର ୯୭୬ ଲୋକ ସୁସ୍ଥ ହୋଇଥିବା ବେଳେ ୮ ଲକ୍ଷ ୬୭ ହଜାର ୪୯୬ ରୋଗୀ ସୁସ୍ଥ ହୋଇସାରିଲେଣି । ଦିନକରେ ଦେଶରେ ୯୧୮ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏଥିସହିତ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮ ହଜାର ୩୩୪କୁ ବୃଦ୍ଧି ପାଇଛିା

Comments are closed.