ଆୟ ବହିର୍ଭୁତ ସଂପତି ଠୁଳ ମାମଲାରେ ଅଧ୍ୟାପକଙ୍କ ଘରେ ଭିଡିଲାନ୍ସ ଚଢାଉ Odiaଓଡ଼ିଶା By The Newsroom Network On Oct 19, 2020 Share ପାରଳାଖେମୁଣ୍ଡି- ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଅଧ୍ୟାପକ । ଅଧ୍ୟାପକ ଜି. ନାଗେଶ୍ୱର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ନଗର ଦ୍ୱିତୀୟ ଲାଇନ୍ରେ ଥବା ତାଙ୍କ ବାସଭବନରେ ଚଢାଉ କରିିଛି ଭିଜାଲାନ୍ସ । ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ ଚାଲିଥିବା ସୂଚନା ମିଳିଛି । Share FacebookTwitterGoogle+WhatsAppEmailPinterestReddIt
Comments are closed.