ବିଶ୍ୱରେ କୋରୋନା ପଜିଟିଭଙ୍କ ସଂଖ୍ୟା ୪କୋଟି ୩୩ ଲକ୍ଷ ୨୩, ୬୦୦, ୧୧ ଲକ୍ଷ ୫୮ ହଜାର ୮୦୭ ମୃତ

ନ୍ୟୁୟର୍କ – ବିଶ୍ୱରୋ କୋରୋନା ମୃତ୍ୟୁସଂଖ୍ୟା ୧୧ ଲକ୍ଷ ୫୮ ହଜାର ୮୦୭କୁ ବୃଦ୍ଧି ପାଇଛି । କୋରୋନା ପଜିଟିଭ ସଂଖ୍ୟା ୪ କୋଟି ୩୩ ଲକ୍ଷ ୨୩ ହଜାର ୬୦୦କୁ ବୃଦ୍ଧି ପାଇଛି । ଏ ଯାଏଁ କୋରୋନାରୁ ୩ କୋଟି ୧୮ ଲକ୍ଷ ୯୭ ହଜାର ଲୋକ ସୁସ୍ଥ ହୋଇସାରିଲେଣି । ଆମେରିକା, ବ୍ରାଜିଲ ଓ ଭାରତରେ ସର୍ବାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ଆମେରିକା ଏକ ନମ୍‌ୂର ସ୍ଥାନରେ ରହିଛି । ଆମେରିକାର କିଛି ରାଜ, ୟୁରୋପର କିଛିଦେଶରେ କୋରୋନାର ଦ୍ୱିତୀୟ ଲହରୀ ଆସିଥିବାରୁ ପୁଣି ଲକଡାଉନ ଓ କଟକଣା ଫେରିଛି ।

Comments are closed.