ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତର ଖେଳସୂଚୀ ଜାରି, ନଭେମ୍ବର ୨୭ରୁ ଏକଦିବସୀୟ ସିରିଜ୍

ମୁମ୍ବାଇ- ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତର ଖେଳସୂଚୀ ପ୍ରକାଶ ପାଇଛି । ଗସ୍ତରେ ବିରାଟ କୋହଲୀଙ୍କ ନେତୃତ୍ୱାଧିନ ଟିମ ଇଣ୍ଡିଆ ତିନିଟି ଏକଦିବସୀୟ ମ୍ୟାଚ, ତିନିଟି ଟି-୨୦ ମ୍ୟାଚ୍ ଓ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ପ୍ରଥମେ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳାଯିବ । ପରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ପରେ ଟେଷ୍ଟ ସିରିଜ୍ ଖେଳାଯିବ ।

ଭାରତ-ଅଷ୍ଟ୍ରେଲିଆ ସିରିଜ୍ ଖେଳସୂଚୀ
ଏକଦିବସୀୟ ସିରିଜ୍

ପ୍ରଥମ ମ୍ୟାଚ୍ – ୨୭ ନଭେମ୍ବର, ସିଡନୀ
ଦ୍ୱିତୀୟ ମ୍ୟାଚ୍ – ୨୯ ନଭେମ୍ବର, ସିଡନୀ
ତୃତୀୟ ମ୍ୟାଚ୍‌- ଡିସେମ୍ବର ୨, କାନବେରା

ଟି-୨୦ ସିରିଜ୍

ପ୍ରଥମ ମ୍ୟାଚ୍ – ଡିସେମ୍ବର ୪, କାନବେରା
ଦ୍ୱିତୀୟ ମ୍ୟାଚ୍ –ଡିସେମ୍ବର ୬, ସିଡନୀ
ତୃତୀୟ ମ୍ୟାଚ୍ – ଡିସେମ୍ବର ୮, ସିଡନୀ

ଟେଷ୍ଟ ସିରିଜ୍

ପ୍ରଥମ ମ୍ୟାଚ- ଡିସେମ୍ବର ୧୭ରୁ ୨୧, ଆଡିଲେଡ ( ଦିବାରାତ୍ର )
ଦ୍ୱିତୀୟ ମ୍ୟାଚ୍ – ଡିସେମ୍ବର ୨୬ରୁ ୩୦,ମେଲବୋର୍ନ
ତୃତୀୟ ମ୍ୟାଚ- ୨୦୨୧ ଜାନୁଆରୀ ୭ରୁ ୧୧, ସିଡନୀ
ଚତୁର୍ଥ ଟେଷ୍ଟ – ଜାନୁଆରୀ ୧୫ରୁ ୧୯ , ବ୍ରିସବେନ

Comments are closed.