ପବିତ୍ର ଲକ୍ଷ୍ମୀପୂଜା ଉପଲକ୍ଷେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଦୁର୍ଗାପୂଜା ଓ ଦଶହରା ପରେ ଏବେ ପବିତ୍ର ଗଜଲକ୍ଷ୍ମୀ ପୂଜା ପାଇଁ ସାରା ଓଡିଶା ପ୍ରସ୍ତୁତ ହେଉଛି । ପବିତ୍ର ଲକ୍ଷମୀ ପୂଜା ଉପଲକ୍ଷେ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମା’ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧି ଓ ଉଲ୍ଲାସରେ ଭରିଯାଉ ।

Comments are closed.