ଆଜିଠୁ ୫ ତାରିଖ ଯାଏଁ କଟକରେ ସେରୋ ସର୍ଭେ

କଟକ- ଆଜିଠାରୁ କଟକରେ ସେରୋ ସର୍ଭେ ଆରମ୍ଭ ହୋଇଛି । ସହରର ପ୍ରତି ୱାର୍ଡରେ ୬୦ ଜଣ ଲୋକଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ଟେଷ୍ଟ କରାଯିବ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକଙ୍କ ପରିଚୟ ଗୁପ୍ତ ରଖାଯିବ । କଟକରେ ଆସନ୍ତା ୫ ତାରିଖ ଯାଏଁ ଚାଲିବ ସେରୋ ସର୍ଭେ ।

Comments are closed.