ଭୁବନେଶ୍ୱରରେ କଡାକଡି ହେଲା କୋଭିଡ ନିୟମ

ଭୁବନେଶ୍ୱର – ଭୁବନେଶ୍ୱରରେ କଡାକଡି ହେଲା କୋଭିଡ ନିୟମ । ମାସ୍କ ନ ପିନ୍ଧିଲେ ,ସାମାଜିକ ଦୂରତା ବଜାୟ ନ ରଖିଲେ ପୋଲିସ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡିବ । ଅମାନିଆଙ୍କୁ ଧରିବା ସହ ପୋଲିସ ଫାଇନ ଆଦାୟ କରିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ମାର୍କେଟ, ସପିଂ ମଲ୍ ସହ ଜନଗହଳିପୂର୍ଣ୍ଣ ସ୍ଥାନରେ ନଜର ରଖାଯାଉଛି ବୋଲି ସେ କହିଛନ୍ତି ।

Comments are closed.