ଉପନିର୍ବାଚନ ଗଣତି : ବାଲେଶ୍ୱର ସଦର ଆସନରେ ବିଜେଡି ଆଗୁଆ

ବାଲେଶ୍ବର: ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି ।  ୧୧ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ସ୍ୱରୂପ ଦାଶ , ନିକଟତମ ପ୍ରତିଦ୍ୱନ୍ଦୀ ମାନସ ଦତଙ୍କଠାରୁ ଆଗରେ ଅଛନ୍ତି । ବିଜେଡି ପ୍ରାର୍ଥୀ ୪୦ ହଜାର ୭୪୯ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୩୫ ହଜାର ୨୭୬ ଓ କଂଗ୍ରେସ ପ୍ରାର୍ଥୀ ୨ ହଜାର ୩୯୮ ଭୋଟ୍  ପାଇଛନ୍ତି ।

 

Comments are closed.