ଉତ୍କର୍ଷ ଓ ଆଦର୍ଶ ବିଦ୍ୟାଳୟରେ ଅନଲାଇନ୍ ଶିକ୍ଷା ପ୍ରଦାନରେ ସହେଯାଗ କରିବ ଟିସିଏସ, ଗଣଶିକ୍ଷା ବିଭାଗ ସହ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର- ଉତ୍କର୍ଷ ଓ ଆଦର୍ଶ ବିଦ୍ୟାଳୟରେ ଅନଲାଇନ ଶିକ୍ଷା ପାଇଁ ଗଣଶିକ୍ଷା ବିଭାଗ ଓ ଟିସିଏସ ମଧ୍ୟରେ ବୁଝାମଣାପତ୍ର-ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଅନୁସାରେ ଅନଲାଇନ ଶିକ୍ଷା ପାଇଁ ମାଗଣାରେ ସହଯୋଗ କରିବା ଟିସିଏସ୍ ।

ରାଜ୍ୟର ୨୧୪ଟି ଆଦର୍ଶ ଓ ୧୦୧ଟି ଉତ୍କର୍ଷ ସ୍କୁଲରେ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା କରାଯିବ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ ଶିକ୍ଷା ବ୍ୟବସ୍ଥା କରାଯିବ ।

Comments are closed.