ରଥ ନିର୍ମାଣ ସେବାୟତଙ୍କୁ ମିଳିବ ଏନ୯୫ ମାସ୍କ ଓ ସାନିଟାଇଜର : ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ- ରଥ ନିର୍ମାଣ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସୂଚନା ଦେଇଛନ୍ତି ଯେ, କୋରୋନା ସଂକ୍ରମିତ ୮ ରଥ ନିର୍ମାଣ ସେବାୟତଙ୍କୁ କୋଭିଡ କେନ୍ଦ୍ରରେ ରଖାଯାଇଛି । ସବୁ ରଥ ନର୍ମାଣ ସେବାୟତଙ୍କୁ ଏନ୯୫ ମାସ୍କ ଓ ସାନିଟାଇଜର ମିଳିବ । ରଥଖଳାକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଗଣମାଧ୍ୟମକୁ ପ୍ରତିଦିନ ରଥ ସଂପର୍କିତ ତଥ୍ୟ ଓ ଭିଡିଓ ପଠାଯିବ ।

Comments are closed.