ରାଜଧାନୀରେ ହୋଟେଲ କର୍ମଚାରୀଙ୍କ ପାଇଁ ଟିକାକରଣ ଆରମ୍ଭ

ଭୁବନେଶ୍ୱର- ରାଜଧାନୀରେ ଆଜିଠାରୁ ଆରମ୍ଭ ହୋଇଛି ହୋଟେଲ କର୍ମଚାରୀଙ୍କ ଟିକାକରଣ । ହୋଟେଲ ଓ ରେଷ୍ଟୁରାଂଟ ସଂଘର ତାଲିକା ଆଧାରରେ ଆରମ୍ଭ ହୋଇଛି ଟିକାକରଣ । ଆଜି ସପ୍ତମ ବାଟାଲିୟନ ହାଇସ୍କୁଲ ପଡିଆରେ ଟିକାକରଣ ଚାଲିଛି । ବିନା ସ୍ଲଟ ବୁକିଂରେ ପ୍ରଥମ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କୁ ଟିକା ଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.