କୋରୋନାର ତୃତୀୟ ପ୍ରବାହ ପାଇଁ ଓଡିଶା ପ୍ରସ୍ତୁତ : ଡିଏମଇଟି

ଭୁବନେଶ୍ୱର- ମହାରାଷ୍ଟ୍ରରେ କୋରୋନାର ତୃତୀୟ ପ୍ରବାହ ଅପେକ୍ଷାକୃତ ଶୀଘ୍ର ଆସିପାରେ । ଏ ନେଇ ମହାରାଷ୍ଟ୍ର ସରକାର ଚେତାବନୀ ଦେଲା ପରେ ଅନ୍ୟ ରାଜ୍ୟରେ ବି କୋରୋନାର ତୃତୀୟ ପ୍ରବାହ ଶୀଘ୍ର ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ତେବେ, ତୃତୀୟ ପ୍ରବାହ ପାଇଁ ଓଡିଶା ସରକାରଙ୍କ ପ୍ରସ୍ତୁତି ଜୋରଦାର ରହିଛି । ତୃତୀୟ ପ୍ରବାହର ମୁକାବିଲା ପାଇଁ ଭିତ୍ତିଭୂମି ସହ ଓଡିଶା ପ୍ରସ୍ତୁତ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

Comments are closed.