ଶ୍ରୀମନ୍ଦିର ଚାରି ଦ୍ୱାରର ରୁପା ଛାଉଣୀ ହେବ, ଭକ୍ତଙ୍କ ଦାନ ରୁପା ପୁରୀରେ ପହଂଚିଲା

ପୁରୀ- ଶ୍ରୀମନ୍ଦିର ଦ୍ୱାରର ରୂପ ବଦଳିବାକୁ ଯାଉଛି । ଶ୍ରୀମନ୍ଦିରର ୪ଟି ଦ୍ୱାରକୁ ରୁପା ଛାଉଣୀ କରାଯିବ । ମୁମ୍ବାଇର ଜଣେ ଭକ୍ତ ଶ୍ରୀମନ୍ଦିରକୁ ଦାନ କରିଥିବା ୧ ହଜାର ୩୪୫ କିଲୋଗ୍ରାମ ରୁପା ପୁରୀରେ ପହଂଚିଛି । ଏ ସମସ୍ତ ରୁପା ଶ୍ରୀମନ୍ଦିର ଭକ୍ତ ନିବାସର ସିଲ୍ କୋଠରୀରେ ରଖାଯାଇଛି ।

Comments are closed.