ରାଜ୍ୟରେ ଆଉ ୨୦୮୫ ନୂଆ କୋରୋନା ପଜିଟିଭ, ଖୋର୍ଦ୍ଧା ଜିଲ୍ଲାରୁ ୫୨୮

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨ ହଜାର ୮୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧ ହଜାର ୧୯୮ ଏବଂ ସ୍ଥାନୀୟ ଅଂଚଳରୁ ୮୮୭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୨୮, କଟକରୁ ୨୧୦, ଭଦ୍ରକରୁ ୧୭୩, ଯାଜପୁରରୁ ୧୩୨, ବାଲେଶ୍ୱରରୁ ୧୧୩, ଜଗତସିଂହପୁରରୁ ୧୦୮, ପୁରୀରୁ ୧୦୬, କେନ୍ଦ୍ରାପଡାରୁ ୯୪, ମୟୂରଭଞ୍ଜରୁ ୮୪, ଅନୁଗୁଳରୁ ୭୩, ନୟାଗଡରୁ ୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଢେଙ୍କାନାଳରୁ ୪୧, ସମ୍ବଲପୁରରୁ ୩୬, ସୁନ୍ଦରଗଡରୁ ୨୫, କେନ୍ଦୁଝରରୁ ୨୪, ମାଲକାନଗିରିରୁ ୧୯, ଗଜପତିରୁ ୧୯, ନବରଙ୍ଗପୁରରୁ ୧୮, କନ୍ଧମାଳରୁ ୧୮, କୋରାପୁଟରୁ ୧୬, ବରଗଡରୁ ୧୫, ରାୟଗଡାରୁ ୧୪, ଗଞ୍ଜାମରୁ ୧୪, କଳାହାଣ୍ଡିରୁ ୧୦, ବଲାଙ୍ଗିରରୁ ୭, ନୂଆପଡାରୁ ୫, ସୋନପୁରରୁ ୪, ଦେବଗଡରୁ ୪, ବୌଦ୍ଧରୁ ୩ ଓ ଝାରସୁଗୁଡାରୁ ୨ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୮ ହଜାର ୫୯କୁ ବୃଦ୍ଧି ପାଇଥିବା ବେଳେ ୯ ଲକ୍ଷ ୩୨ ହଜାର ୬୬୬ ସୁସ୍ଥ ହୋଇସାରିଛନ୍ତି । ସକ୍ରିୟ ମାମଲା ସଂଖ୍ୟା ରହିଛି ୨୦ ହଜାର ୧୬୮ ।

Watch Live: Bahuda Yatra, the Return Journey of Deities

Comments are closed.