ବିନା ଭକ୍ତ ଓ କୋଭିଡ କଟକଣାରେ ଆଜି ରଥରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ – ଆଜି ରଥ ଉପରେ ହେବ ଶ୍ରୀଜିଉଙ୍କ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ମହାବାହୁ । କିନ୍ତୁ କୋରୋନା କଟକଣା ଯୋଗୁଁ ଭକ୍ତ ମହାବାହୁଙ୍କ ଏହି ଦିବ୍ୟବେଶ ଦେଖିବାରୁ ବଂଚିତ ହେବେ । ସୁନାବେଶ ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରରେ କର୍ଫ୍ୟୁ କୋହଳ କରାଯାଇଛି । କେବଳ ଶ୍ରୀମନ୍ଦିର ଚାରିପାଖରେ ହିଁ କର୍ଫ୍ୟୁ ଜାରି ରହିବ ।

Comments are closed.